…Vedanta only can be the universal religion, that it is already the existing universal religion in the world, because it teaches principles and not persons. (Complete Works of Swami Vivekananda, Vol. 3, Pg. 250)

…वैदान्त को ही संसार का एकमात्र सार्वभौम धर्म कहने का दावा कर सकते हैं और यह संसार का एकमात्र वर्तमान सार्वभौम धर्म है, क्योंकि यह व्यक्तिविशेष के स्थान पर सिद्धान्त की शिक्षा देता है ।

…કેવળ વેદાંત જ વિશ્વધર્મ થઈ શકે; આ એક જ ધર્મ જગતમાં હજી અસ્તિત્વ ધરાવે છે, કારણ કે એ વ્યક્તિઓનો નહીં પરંતુ નિયમોનો ઉપદેશ આપે છે. (સ્વામી વિવેકાનંદ ગ્રંથમાળા ભાગ. ૪ પૃ. ૧૩૫)

…বেদান্তকেই একমাত্র সার্বভৌম ধর্ম বলিয়া দাবি করিতে পারি, বেদান্তই জগতের একমাত্র সার্বভৌম ধর্ম; কারণ উহা কোন ব্যক্তিবিশেষের মতকে প্রামাণিক বলিয়া গ্রহণ করিতে উপদেশ দেয় না, উহা কেবল > সনাতন তত্ত্বসমূহই শিক্ষা দিযা থাকে…

వేదాంత మతమొక్కటే విశ్వజనీనమతం కాగలదనీ, అది మానవులను గురించిగాక ధర్మసిద్ధాంతాలను గురించి బోధించేది కాబట్టి, ప్రపంచంలో ఇప్పటికి రూపొంది సిద్ధమై ఉన్న విశ్వజనీనమతం ఇదొక్కటే అనీ, మనం బాహాటంగా లోకానికంతా చాటి చెప్పవచ్చు.

ବେଦାନ୍ତକୁ ଏକମାତ୍ର ସାର୍ବଭୌମ ଧର୍ମ ବୋଲି ଦାବି କରାଯାଇପାରେ । ବେଦାନ୍ତ ହିଁ ଜଗତର ଏକମାତ୍ର ବିଦ୍ୟମାନ ସାର୍ବଭୌମ ଧର୍ମ; କାରଣ ଏହା କୌଣସି ବ୍ୟକ୍ତିବିଶେଷଙ୍କ ମତକୁ ପ୍ରାମାଣିକ ବୋଲି ଗ୍ରହଣ କରିବା ପାଇଁ ଉପଦେଶ ଦିଏ ନାହିଁ । ଏହା କେବଳ ସନାତନ ତତ୍ତ୍ବସମୂହ ଶିକ୍ଷା ଦେଇଥାଏ ।

Total Views: 194
Bookmark (0)