The West says, ‘Do! Show your power by doing.” India says, “Show your power by suffering.” The West has solved the problem of how much a man can have: India has solved the problem of how little a man can have. (Complete Works of Swami Vivekananda, Vol. 4, Pg. 76)
पश्चिम कहता है, “हम अशुभ पर विजय प्राप्त करके ही उसका नाश करते हैं।/ भारत कहता है, “हम अशुभ का नाश करते हैं, सहन करके, यहाँ तक कि वह हमारे लिए आनन्द की वस्तु बन जाता है।’ शायद दोनों ही आदर्श महान् हैं; पर कौन जानता है, अन्ततोगत्वा कौन सा आदर्श जीवित रह सकेगा – किस आदर्श की जय होगी? कौन जानता है, किस आदर्श से मानव-जाति का अधिकतर यथार्थ कल्याण सम्पादित हो सकेगा? किसे ज्ञात है, कोन सा आदर्श मनुष्य की पाशविकता को निर्वीर्य कर उस पर विजय पा सकेगा -सहिष्णुता अथवा क्रियाशीलता ?
પશ્ચિમ કહે છે : ‘અનિષ્ટને જીતીને અમે તેને ઓછું કરીએ છીએ.’ ભારત કહે છેઃ ‘અનિષ્ટને સહન કરીને અમે તેનો વિનાશ કરીએ છીએ. પછી અનિષ્ટ, અનિષ્ટ રહેતું જ નથી પણ ખરા આનંદમાં પરિણમે છે.’ આ બંને મહાન આદર્શો છે. લાંબે ગાળે ક્યા ટકશે તે કોણ જાણી શકે ? એમ પણ કોણ કહી શકે કે કઈ ભાવના વધારે લોકકલ્યાણ સાધી શકશે ? એ પણ કોણ જાણી શકે છે કે બેમાંથી કોણ આખરે પાશવતાને નિર્બળ બનાવીને જીતી શકશે ? દુઃખને સહન કરવાથી તે સિદ્ધિ મળશે કે તેનો સામનો કરવાથી ? (સ્વામી વિવેકાનંદ ગ્રંથમાળા ભાગ. ૫ પૃ. ૧૪૧)
পাশ্চাত্যবাসীরা বলেন, ‘দুঃখ-কষ্টের প্রতিকার করিয়া, উহা নিবারণ করিয়া আমরা দুঃখ কমাইবার চেষ্টা করিতেছি।’ ভারতবাসী বলেন, ‘দুঃখ-কষ্ট সহ্য করিয়া আমরা উহাকে নষ্ট করিবার চেষ্টা করিতেছি । এইরূপ সহ্য করিতে করিতে আমাদের পক্ষে দুঃখ বলিয়া আর কিছু থাকিবে না, উহাই আমাদের পরমসুখ হইয়া দাঁড়াইবে।’ যাহাই হউক, এই দুইটি আদর্শের জয় কোনটিই হেয় নহে > । কে জানে—পরিণামে কোন্ আদর্শের জয় হইবে? কে জানে—কোন্ ভাব অবলম্বন করিয়া মানবজাতির যথার্থ কল্যাণ সর্বাপেক্ষা অধিক হইবে? কে জানে, কোন্ ভাব অবলম্বন করিলে পশুভাবকে বশীভূত করিয়া তাহার উপর আধিপত্য করা সম্ভব হইবে? সহিষ্ণুতা বা ক্রীয়াশীলতা, অপ্রতিকার বা প্রতিকার?
చెడును జయించి దాన్ని కనిష్ఠపరుస్తా మంటారు పాశ్చాత్యులు. చెడును సహనంతో రూపుమాపుతాం. చెడు మాకు లెక్కలోకి రానంత వరకూ, అది మా కొక ఆనందంగా పరిగణించేంతవరకు దాన్ని అనుభవిస్తాం. రెండూ గొప్ప ఆదర్శాలే. రెండింట్లోను చివరివరకూ ఏది నిలబడి వుంటుందో ఎవరు చెప్పగలరు? ఏ వైఖరి మానవాళికి ఎక్కువ లాభకరమో ఎవరెరుగుదురు? మృగ స్వభావాన్ని నిరాయుధంచేసి గెలువ గలది యీ రెండింట్లో ఏదో ఎవరికి తెలుసు? సహనమా, కార్యనిర్వహణమా?
ପାଶ୍ଚାତ୍ୟଦେଶୀୟମାନେ କହନ୍ତି, ‘ଆମେମାନେ ଦୁଃଖକଷ୍ଟର ପ୍ରତିକାର କରିବା ଦ୍ବାରା ତାହାର ନିବାରଣ କରି ଦୁଃଖ କମାଇବା ପାଇଁ ଚେଷ୍ଟା କରୁଛୁ ।’ ଭାରତବାସୀ କହନ୍ତି, ‘ଆମେମାନେ ଦୁଃଖକଷ୍ଟ ସହି ସହି ତାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ । ଏହିପରି ସବୁ ସହ୍ୟ କରୁ କରୁ ଆମମାନଙ୍କ ପକ୍ଷରେ ଦୁଃଖ ବୋଲି କିଛି ରହିବ ନାହିଁ, ତାହା ଆମମାନଙ୍କ ପାଇଁ ପରମ ସୁଖରେ ପରିଣତ ହେବ ।’ ସେ ଯାହାହେଉ, ଏ ଦୁଇଟି ଆଦର୍ଶ ଭିତରୁ କୌଣସିଟି ହେୟ ନୁହେଁ । କିଏ ଜାଣେ, ଶେଷରେ କେଉଁ ଆଦର୍ଶର ଜୟ ହେବ ? କିଏ ଜାଣେ, କେଉଁ ଭାବ ଅବଲମ୍ବନଦ୍ବାରା ମାନବଜାତିର ଯଥାର୍ଥ କଲ୍ୟାଣ ସର୍ବାପେକ୍ଷା ଅଧ୍ୟକ ପରିମାଣରେ ସାଧୂତ ହେବ ? କିଏ ଜାଣେ, କେଉଁ ଭାବ ଅବଲମ୍ବନ ଦ୍ବାରା ପଶୁଭାବକୁ ବଶୀଭୂତ କରି ତା’ ଉପରେ ଆଧ୍ପତ୍ୟ ବିସ୍ତାର କରିବା ସମ୍ଭବ ହେବ—ସହିଷ୍ଣୁତା ନା କ୍ରିୟାଶୀଳତା, ଅପ୍ରତିକାର ନା ପ୍ରତିକାର ?